Site icon UTKAL PRATIDIN

୪ଘଣ୍ଟା ପାଇଁ ଗଡିବନି ମୋ ବସ

images (6)

ମୋ ବସ୍‌ ଯାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର। ପରିବହନ ବିଭାଗ ଦ୍ୱାରା ନିର୍ଦ୍ଧାରିତ ଯାନ ଯାଞ୍ଚ ହେତୁ ଆଜି ୪ ଘଣ୍ଟା ପାଇଁ ରାସ୍ତାରେ ଗଡ଼ିବନି ମୋ ବସ୍। ଏନେଇ ଆଜି କ୍ରୁଟ୍‌
ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅପରାହ୍ନ ୧୨ ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ୨୧ଟି ରୁଟ୍‌ରେ ଗଡ଼ବନି ମୋ ବସ୍। ୪ ଘଣ୍ଟା ପାଇଁ୨୦,୨୧,୨୨,୨୪,୨୫,୨୬,୩୦,୩୨,୩୫,୩୭,୩୮,୪୦,୪୧,୪୨,୪୪,୪୫,୪୬,୪୮,୬୩,୬୪ ଏବଂ ୮୨ ରୁଟ୍‌ରେ ମୋ ବସ୍‌ ସେବା ପ୍ରଭାବିତ ହୋଇପାରେ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।

Exit mobile version