Site icon UTKAL PRATIDIN

ମେଘନାଦ ପାଚେରୀରେ ଫାଟ, ପାଚେରୀରୁ ଝରୁଛି ପାଣି

EfnwMiaUYAA3V8v

ପୁରୀ ଜଗନ୍ନାଥ ମନ୍ଦିରର ମେଘନାଦ ପାଚେରିର ଏକାଧିକ ସ୍ଥାନରେ ଫାଟ ଦେଖିବାକୁ ମିଳିଛି ।୨୦ ଫୁଟ ଉଚ୍ଚତା ଏବଂ ଛଅ ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରାଚୀର ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭାବରେ କାହିଁ କେତେ ଯୁଗରୁ ଛିଡା ହୋଇଆସିଛି ।

ଯାହା ମେଘନାଦ ପାଚେରିକୁ ଭୁଶୁଡାଇ ଦେବା ଆଶଙ୍କା କରାଯାଉଛି ।ଏଭଳି ଫାଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ଫଳକ ପଛ ପାର୍ଶ୍ୱରେ ଦେଖିବାକୁ ମିଳିଥିଲା। ତଥାପି ଏହା ଉପରେ କାହାରି ନଜର ନାହିଁ । ମେଘନାଦ ପାଚେରିର ସୁରକ୍ଷାକୁ ନେଇ ଆମେ ଚିନ୍ତିତ ଅଛୁ। ASI, ଟେକ୍ନିକାଲ ଟିମ ମଧ୍ୟ ସର୍ଭେ କରିଛନ୍ତି। ଏହାକୁ ଗୁରୁତର ସହ ନେଇ ମରାମତି ବ୍ୟବସ୍ଥା କରିବୁ।

Exit mobile version