Site icon UTKAL PRATIDIN

ରାଜନୀତିକୁ ନେଇ ଭାଇ-ଭଉଣୀ ମଧ୍ୟରେ କଳି ; ଭାଇ ସହ ସବୁ ସମ୍ପର୍କ ଭାଙ୍ଗିଲେ ଦିଦି..

77e3df494a3fb094721789bdda5de9de

କୋଲକାତା: ନିର୍ବାଚନକୁ ନେଇ ପରିବାରରେ କଳହ l ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ବାବୁନ ବାନାର୍ଜୀଙ୍କ ମଧ୍ୟରେ ତୁଟିଲା ସମ୍ପର୍କ l ଏବେ ଦୁହେଁ ଭାଇ ଭଉଣୀ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବୁଧବାର ବାବୁନ ବାନାର୍ଜୀଙ୍କ ଏହି ନିଷ୍ପତ୍ତି ଉପରେ ଦିଦି ଏବଂ ତୃଣମୂଳ ମୁଳ କଂଗ୍ରେସ (TMC) ମୁଖ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ବବୁନ ବାନାର୍ଜୀଙ୍କ ନିଷ୍ପତ୍ତି ଶୁଣି ଭଉଣୀ ମମତା ବାନାର୍ଜୀ ମୁଁହ ଖୋଲିଛନ୍ତି ଳ କହିଛନ୍ତି ଯେ, ମୁଁ ତାଙ୍କୁ ପରିବାରର ଏକ ଅଂଶ ବୋଲି ଭାବୁନାହିଁ । ମୁଁ ଏବଂ ମୋ ପରିବାର ବାବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ଶେଷ କରିଛୁ ।

Exit mobile version