ଆସନ୍ତାକାଲି ଭୁବନେଶ୍ଵର ଜନତା ମୈଦାନରେ ଜନଜାତି ଗୌରବ ଦିବସ ଆୟୋଜନ ହେବ। ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ଅବସରରେ ପାଳନ ହେବ। ଆଭାସି ମାଧ୍ୟମରେ ଯୋଡ଼ି ହୋଇ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାର ଲୋକ ସାମିଲ ହେବା ନେଇ ସୂଚନା ରହିଛି।
ରାଜ୍ୟର ୨୮ଟି ସ୍ଥାନରେ ଏକକାଳୀନ ଜନଜାତି ଗୌରବ ଦିବସ ଅନୁଷ୍ଠିତ ହେବ। ଜନତା ମଇଦାନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ ବୋଲି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।ଆସନ୍ତାକାଲି ଭୁବନେଶ୍ଵର ଜନତା ମୈଦାନରେ ଜନଜାତି ଗୌରବ ଦିବସ ଆୟୋଜନ ହେବ। ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ଅବସରରେ ପାଳନ ହେବ। ଆଭାସି ମାଧ୍ୟମରେ ଯୋଡ଼ି ହୋଇ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାର ଲୋକ ସାମିଲ ହେବା ନେଇ ସୂଚନା ରହିଛି।
ରାଜ୍ୟର ୨୮ଟି ସ୍ଥାନରେ ଏକକାଳୀନ ଜନଜାତି ଗୌରବ ଦିବସ ଅନୁଷ୍ଠିତ ହେବ। ଜନତା ମଇଦାନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ ବୋଲି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ଅବସରରେ ପାଳନ ହେବ। ଆଭାସି ମାଧ୍ୟମରେ ଯୋଡ଼ି ହୋଇ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାର ଲୋକ ସାମିଲ ହେବା ନେଇ ସୂଚନା ରହିଛି।
ରାଜ୍ୟର ୨୮ଟି ସ୍ଥାନରେ ଏକକାଳୀନ ଜନଜାତି ଗୌରବ ଦିବସ ଅନୁଷ୍ଠିତ ହେବ। ଜନତା ମଇଦାନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ ବୋଲି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।