Site icon UTKAL PRATIDIN

ଆକାଶ ଗବେଷଣା କ୍ଷେତ୍ରରେ ସଫଳ ହେଲା ଇସ୍ରୋ

isro

ଆକାଶ ଗବେଷଣା କ୍ଷେତ୍ରରେ ସଫଳ ହେଲା ଇସ୍ରୋ ।ଆର୍ଥ ଅବଜରଭେସନ୍ ସାଟେଲାଇଟ୍-୮ ଶ୍ରୀହରିକୋଟା ସ୍ପେସ୍ ରିସର୍ଚ୍ଚ ସେଣ୍ଟରରୁ ସଫଳ ଉତକ୍ଷପଣ ହୋଇଛି। ଏହା ପୃଥିବୀର ପାଣିପାଗ ବିପର୍ଯ୍ୟୟ ପରିଚାଳନାର ସମ୍ପର୍କିତ ତଥ୍ୟ ପ୍ରଦାନ କରିବ।ଇସ୍ରୋର ଅଭିଯାନ ସଫଳ ହୁଏ ତାହାଲେ ବିପର୍ଯ୍ୟୟ ସମ୍ପର୍କରେ ଭାରତକୁ ସମସ୍ତ ସୂଚନା ମିଳିପାରିବ ।

ଏହି ଉପଗ୍ରହ ବିପର୍ଯ୍ୟୟ ବିଷୟରେ ସମସ୍ତ ସତର୍କ ସୂଚନା ପ୍ରଦାନ କରିବ ।ଏହାସହ ଏକ ନୂତନ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-08 ମିଶନ୍ ଭାବରେ ଉତକ୍ଷେପଣ କରାଯାଉଛି।କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ ଅର୍ଥାତ୍ ଲଞ୍ଚ ଭେଇକିଲ୍ -୩ ଲଞ୍ଚର ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯାଇଛି।

Exit mobile version