Site icon UTKAL PRATIDIN

ବାତ୍ୟା ଦାନା ପ୍ରଭାବରେ ୨ଦିନ ଭିତରକନିକା ବନ୍ଦ

7dfeb4db1fc6864fca40ffd3994666063905247894c6c0b9da84bbe8012952f9

ବାତ୍ୟା ଦାନା ପ୍ରଭାବରେ ଅନେକ ସ୍ଥାନ ପ୍ରଭାବିତ ହୋଇଛି ।ସେହି ପ୍ରଭାବରେ ବାତ୍ୟା ‘ଦାନା’ ଭିତରକନିକା ଜାତୀୟ ଉଦ୍ୟାନ କେତେକାଂଶରେ ପ୍ରଭାବିତ ହୋଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ୪ ଦିନ ହେବ ଲାଗି ରହିଛି । ବନ ବିଭାଗ ପକ୍ଷରୁ ବାତ୍ୟା ପାଇଁ ୨୩, ୨୪ ଓ ୨୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଥିଲା । ଏବେ ଏହା ୨୮ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version