Site icon UTKAL PRATIDIN

ଗଜା ମୁଗ ରେ ଚମତ୍କାରିତା

gajamuga

ଆମେ ନିତିଦିନ ଅନେକ ପ୍ରକାରର ଖାଦ୍ୟ ଖାଉଛନ୍ତି। କଣ ଆପଣମାନେ ଏହା ଜାଣିଛନ୍ତି କି କେତେ ମାତ୍ରା ର ଭିଟାମିନ, ମିନେରାଲ ଓ ପ୍ରୋଟିନ ଆମ ଶରୀର ପାଇଁ ନିତ୍ୟାନ୍ତ ଜରୁରୀ। ସୁଆଦ କୁ ବାଛି ଆଜିର ପିଲା ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ଜାତିର ଖାଦ୍ୟ ଖାଉଛନ୍ତି ସତ ହେଲେ ତାହା ଆମର ଆବଶ୍ୟକତା କୁ ମେଣ୍ଟେଇବା ରେ ଅସଫଳ ହେଉଛି। ଯାହାଦ୍ବାରା ଆମର ରୋଗ ପ୍ରତି ରୋଧକ ଶକ୍ତି କମୁଛି।

କିନ୍ତୁ ଆପଣଙ୍କ ନିକଟରେ ଖୁବ୍ ସୁନ୍ଦର ଉପାୟ ଅଛି ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼େଇ ରେ ଯାହା ସହାୟ ହେବା । ଆଜ୍ଞା ହଁ ଗଜା ମୁଗ , ପ୍ରତି ଦିନ ସକାଳେ ଯଦି ଆପଣ ଗଜା ମୁଗ ନିଜ ଡାଏଟ ରେ ସାମିଲ୍ କରନ୍ତି ଆଉ ଏହାକୁ ଅଭ୍ୟାସ ରେ ପରିଣତ କରନ୍ତି ତେବେ ଏହା ଆପଣଙ୍କୁ ଅନେକ ଉପକାର ଦେବା। ସ୍ବାସ୍ଥ୍ୟ ବୃଦ୍ଧି , ରୋଗ ଉପରେ ନିୟନ୍ତ୍ରଣ ପାଇଁ ଶକ୍ତି ତଥା ସୁନ୍ଦର ତ୍ଵଚା ଏହା ଫଳପ୍ରଦ ବୋଲି ବିଜ୍ଞାନ ଦ୍ଵାରା ପ୍ରମାଣିତ। ଏହା ଏକ ଆଣ୍ଟିଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରିଥାଏ ଏବଂ ଆମ ଶରୀର ରେ ଶ୍ୱେତ ରକ୍ତ କଣିକା ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ।

Exit mobile version