Site icon UTKAL PRATIDIN

ଖୋଲିଲା ହୀରାକୁଦ ଜଳଭଣ୍ଡାର,ନିଷ୍କାସିତ ହେବ ବନ୍ୟାଜଳ

RENGALI

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷ ଜାରି ରହିଛି ।ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବଢୁଛି ଏବଂ ତଳିଆ ଅଞ୍ଚଳରେ ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି ।ଜଳ ନିଷ୍କାସନ ପାଇଁ ଆଉ ୬ଟି ଗେଟ୍ ଖୋଲାଯାଇଛି। ଡ୍ୟାମର ଜଳସ୍ତର ୬୨୦.୮୩ ଫୁଟରେ ରହିଛି। ନଦୀକୂଳିଆ ବାସୀଙ୍କୁ ସତର୍କ କରାଯାଇଛି। ଅଗଷ୍ଟ ୯ ତାରିଖରେ ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଥିଲା ଏବଂ ପରେ ଅଗଷ୍ଟ ୨୨ ତାରିଖ ଅର୍ଥାତ ଗୁରୁବାରରେ ଆଉ ୬ଟି ଗେଟ୍ ଖୋଲାଯାଇଛି । ତେବେ ବର୍ତ୍ତମାନ ମୋଟ୍ ୨୦ ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାଷିତ ହେଉଛି ।

Exit mobile version