Site icon UTKAL PRATIDIN

ଚାଷୀଭାଇଙ୍କ ଚିନ୍ତା ବଢ଼ାଇଛି ଦାନା,ଫସଲ ପରିଚାଳନା ପାଇଁ ହେଲ୍ପଲାଇନ୍ ନମ୍ବର୍ ଜାରି

WhatsApp-Image-2024-10-23-at-12.57.20-PM-750x430

ଆସୁଥିବା ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଚିନ୍ତାରେ ଚାଷୀକୁଳ ।ବାତ୍ୟା ଓ ମାତ୍ରାଧିକ ବର୍ଷା ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସତର୍କ କରାଇଛି। ପନିପରିବା ଜାତୀୟ ଫସଲର ପରିଚାଳନା ପାଇଁ ପ୍ରଦତ୍ତ ପରାମର୍ଶ ଗ୍ରହଣ କରନ୍ତୁ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ନିକଟସ୍ଥ କୃଷି କାର୍ଯ୍ୟାଳୟ ଏବଂ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ୱା କୃଷି ସମୃଦ୍ଧି ହେଲ୍ପ୍ ଲାଇନ୍ ନମ୍ବର୍ ୧୫୩୩୩ରେ କଲ୍ କରନ୍ତୁ ।

Exit mobile version