Site icon UTKAL PRATIDIN

ଭଦ୍ରକବାସୀଙ୍କ ପାଇଁ ଖୁସି ଖବର

WhatsApp-Image-2024-09-06-at-12.25.20-PM-750x430

ବିଧାନସଭା ଅଧିବେଶନର ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିଲା ବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଚାଲିଛି।ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ।ଏସବୁ ଭିତରେ ଗୃହରେ ବିଧାୟକଙ୍କ ପ୍ରଶ୍ନରେ ଶିଳ୍ପ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଶିକ୍ଷିତ ଯନ୍ତ୍ରୀଙ୍କୁ ଆତ୍ମନିର୍ଭର କରିବା ଦରକାର। ଭଦ୍ରକରେ ନିଯୁକ୍ତି ବଢାଇବା ପାଇଁ ଟେକ୍ସଟାଇଲ ପ୍ଲାଣ୍ଟ ହେବ।ମେଗା ଫିଡ୍ କ୍ରାକର ପ୍ଲାଣ୍ଟ ପାରାଦୀପରେ ହେବ।ରାଜ୍ୟରେ ଅଧିକ ଏମଏସଏମଇ ପାର୍କ ହେବ। ଏମଏସଏମଇ ୟୁନିଟ୍ ବଢ଼ିଲେ ନିଯୁକ୍ତି ବଢିବ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି।

Exit mobile version