Site icon UTKAL PRATIDIN

ରାସନ୍ କାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର

800x450_1448243-ration-card-holders-alert-government-will-cancel-10-lakh-ration-card-in-india

ଆସିଲା ରାସନ୍ କାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର ।ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ।ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି।ନୂଆ ରାସନ କାର୍ଡ ପାଇଁ ୯ ଲକ୍ଷରୁ ଉର୍ଦ୍ଧ୍ଵ ଆବେଦନ କରିଛନ୍ତି। ସୂଚଚନାମୁତାବକ ରାଜ୍ୟରେ ପ୍ରାୟ ୮୫ ଲକ୍ଷ ରାସନ୍ କାର୍ଡ ରହିଛି ।ଏହା ଦ୍ୱାରା ୩କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି ।ଯେଉଁମାନେ ଫିଙ୍ଗରପ୍ରିଣ୍ଟ ନଦେବେ ସେମାନଙ୍କ ନାମ ତାଲିକାରୁ କାଟିଦିଆଯିବ ବୋଲି ନିର୍ଦେଶ ଦିଆଯାଇଛି ।ନୂଆ ରାସନ କାର୍ଡ ପାଇଁ ଏବେସୁଦ୍ଧା ୧୦ ଲକ୍ଷ ଆବେଦନ କରିଛନ୍ତି ବୋଲି ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

Exit mobile version