Site icon UTKAL PRATIDIN

ଚାଷୀଙ୍କ ପାଇଁ ଖୁସି ଖବର, ସିଏମ୍ କିଷାନ ଯୋଜନାରେ ମିଳିବ ଟଙ୍କା

139777-farmers-pti

ବିଧାନସଭା ଅଧିବେଶନର ସପ୍ତମ ଦିନରେ ଚାଷୀ ମାନଙ୍କ ପାଇଁ ଖୁବ୍‌ଶୀଘ୍ର ସିଏମ୍ କିଷାନ ଯୋଜନା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।ବର୍ଷକୁ ୨ଥର କିସ୍ତିରେ ୨ହଜାର ଲେଖାଏଁ ବର୍ଷକୁ ୪ହଜାର ପ୍ରଦାନ କରାଯିବ ।ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା ମିଳିବ ନୂଆ ନାମ ପଞ୍ଜିକରଣ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରି ହେବ।ଯୋଗ୍ୟତା ଥାଇ ପି ଏମ କିଶାନରୁ ବାଦ ପଡିଥିବା ହିତାଧିକାରୀଙ୍କୁ ସି ଏମ କିଷାନ ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

Exit mobile version