Site icon UTKAL PRATIDIN

ଓଡ଼ିଶାରେ ସୁନାଖଣିର ସନ୍ଧାନ

gold

ସୁନା ଖଣିର ସନ୍ଧାନ ଓଡ଼ିଶାରେ ମିଳିଥିବା ସୂଚନା ମିଳିଛି ।ଖଣି ମନ୍ତ୍ରୀ ବିଭୁତି ଜେନା ଏ ନେଇ ବିଧାନସଭାରେ କହିଛନ୍ତି ।ବଜେଟ ଅଧିବେଶନର ତୃତୀୟ ଦିନରେ ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖି ଏହି ସୂଚନା ଦେଇଛନ୍ତି। ଦେବଗଡ ଜିଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି।ଜିଏସଆଇ ଦ୍ୱାରା ତମ୍ବାପ ଥର ଅନ୍ୱେଷଣ ବେଳେ ଏହି ସୁନା ସନ୍ଧାନ ମିଳିଛି।ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଇଛି

Exit mobile version