Site icon UTKAL PRATIDIN

ଭିଜିଲାନ୍ସ ପଞ୍ଝାରେ ଫୁଡ ସେଫଟି ଅଧିକାରୀ

food-750x430

ଭିଜିଲାନ୍ସ ଜାଲରେ ମାଳ ମାଳ ସରକାରୀ ଅଫିସର ଧରା ପଡୁଛନ୍ତି ।ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ାର ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର। ପାଉଁରୁଟି ଫ୍ୟାକ୍ଟ୍ରିର ଲାଇସେନ୍ସ ନବୀକରଣ ପାଇଁ ଲାଞ୍ଚ ନେଉଥିଲେ। ପାଉଁରୁଟି ଫ୍ୟାକ୍ଟ୍ରିର ମାଲିକଙ୍କ ଠାରୁ ଫୁଡ୍‌ ସେଫଟି ଅଧିକାରୀ ବିଭାସ ମଜୁମଦାର ୫ହଜାର ଟଙ୍କା ଲାଞ୍ଚ ନେଇ ପଳାଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ଗୋଡ଼େଇ ଗୋଡ଼େଇ ତିନିମୁହାଣୀ ଛକରେ କାବୁ କରିଛି। ଭିଜିଲାନ୍ସ ବିଭାଗ ତଦନ୍ତ ମଧ୍ୟ ଜାରି ରଖିଛି ।

Exit mobile version