Site icon UTKAL PRATIDIN

ଫ୍ୟାନ୍ସଙ୍କ ବଡ ଝଟକା ଦେଲେ ଧୋନି !

WhatsApp-Image-2024-03-21-at-6.28.20-PM

ଆଇପିଏଲ୍ ୨୦୨୪ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବାବେଳେ ଏହାର ଠିକ୍‌ ଦିନକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସ(ସିଏସକେ) ଦଳର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ କରିଛି, ଯାହା କ୍ରୀଡ଼ାପ୍ରେମୀଙ୍କୁ ଏକ ଝଟ୍‌କା ଦେଇଛି।

ଦଳର ଅଧିନାୟକ ପଦ ଛାଡ଼ଛନ୍ତି ମହେନ୍ଦ୍ର ସିଂ ଧୋନୀ। ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାଡଙ୍କୁ ଦଳର ନୂତନ ଅଧିନାୟକ କରାଯାଇଛି। ଆଇପିଏଲ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଋତୁରାଜଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ଏନେଇ ଆଇପିଏଲ ଓ ସିଏସକେ ପକ୍ଷରୁ ସାମାଜିକ ଗଣମାଧ୍ୟମ ଜରିଆରେ ଘୋଷଣା କରାଯାଇଛି।

Exit mobile version