Site icon UTKAL PRATIDIN

ବହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

waheeda-rehman-rare-pics-1612323202

ନୂଆଦିଲ୍ଲୀ: ଚଳିତ ବର୍ଷର ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରାଯାଇଛି । କିମ୍ବଦନ୍ତୀ ଅଭିନେତ୍ରୀ ବହିଦା ରୋହମାନଙ୍କୁ ଚଳିତ ବର୍ଷ ପାଇଁ ଦାଦାସାହେବ ଫାଲକେ ଜୀବନବ୍ୟାପୀ ସଫଳତା ପୁରସ୍କାର ନେଇ ମନୋନୀତ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଘୋଷଣା କରିଛନ୍ତି ।

Exit mobile version