Site icon UTKAL PRATIDIN

‘ଆସନ୍ତାକାଲି ଭାରତ ବନ୍ଦ…’ କୃଷକ ସଂଗଠନର ଡାକରାକୁ କଂଗ୍ରେସର ସମର୍ଥନ

congress-backs-bharat-bandh-called-by-agitating-farmer-unions

ନୂଆଦିଲ୍ଲୀ: ଆସନ୍ତାକାଲି ପାଇଁ ‘ଭାରତ ବନ୍ଦ’ ଡାକରା ଦେଇଛି କୃଷକ ସଂଗଠନ । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଫେବୃାରୀ ୧୬ ତାରିଖ(ଶୁକ୍ରବାର)କୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି । କୃଷକ ସଂଗଠନର ଏହି ଭାରତ ବନଦ ଡାକରାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି ।

Exit mobile version