Site icon UTKAL PRATIDIN

କେମିକାଲ ନୁହେଁ, ମନ୍ଦାର ଫୁଲରେ ବନାନ୍ତୁ ନେଚୁରାଲ୍‌ ହେୟାର କଲର୍‌

sddefault

ଭୁବନେଶ୍ଵର: ଆଜି ଭଳି ଦିନରେ କେଶ କୁ କାହାର ବା ଲୋଭ ନାହିଁ । ଖାସ କରି ମହିଳା ମାନେ ନିଜ କେଶ ପ୍ରତି ଖୁବ ସଚେତନ ଥାନ୍ତି । ଆଜି ଭଳି ଦିନ ମାନଙ୍କରେ ସମସ୍ତଙ୍କର କେଶ ଝଡ଼ିବା ସମସ୍ୟା ଦେଖା ଯାଉଛି l  ଏମିତିରେ ସେମାନେ ନିଜ କେଶର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ବାଛିଥାନ୍ତି । ତେବେ ଅତ୍ୟଧିକ  କେମିକାଲ ବ୍ୟବହାର କଲେ ଏହାର ଖରାପ ପ୍ରଭାବ ପକାଇଥାଏ କେଶ ଉପରେ । ତେଣୁ ଆମେ ଆଜି ଆପଣଙ୍କୁ ଏକ ନାଚୁରାଲ ହେୟାର କେୟାର ରିମେଡ଼ି ଜଣାଇବୁ । ଯାହାକୁ ଆପଣାଇ ଆପଣ ନିଜ କେଶକୁ ମଜବୁତ କରିବା ସହିତ ଏହାକୁ କଲର ମଧ୍ୟ କରିପାରିବେ । ଏହା ଦ୍ୱାରା କେଶର ଚମକ ଆସିବା ସହିତ କେଶ ଝଡ଼ିବା ଭଳି ସମସ୍ୟା ଦୂର ହେବ l

କେଶକୁ କଲର କରିବା ପାଇଁ ଅଧିକାଂଶ ସମୟରେ ମହିଳାମାନେ କେମିକାଲ କଲର ବ୍ୟବହାର କରି ହଇରାଣ ହରକତ ମଧ୍ୟ ହୋଇଥାନ୍ତି  । ଯାହା କେଶ ପାଇଁ ହାନୀକାରକ ହୋଇଥାଏ । ଯଦିଓ କେଶ କଲର୍‌ ପାଇଁ ମେହେନ୍ଦୀ ବ୍ୟବହାର କରାଯାଇପାରେ । ତେବେ ମେହେନ୍ଦୀର କଲର କେଶକୁ ଅଲଗା ପ୍ରକାର ଲାଲ୍‌ କରିଥାଏ । ଯାହା ବେଳେ ବେଳେ ମହିଳା ତଥା ପୁରୁଷ ଙ୍କୁ ଭଲ ଲାଗିନଥାଏ l ପ୍ରାକୃତିକ ଉପାୟରେ କେଶକୁ କଲର କରିବାର ବହୁତ ସୁନ୍ଦର ଉପାୟ ରହିଛି । ଆପଣ ଲାଲ୍‌ ମନ୍ଦାର ଫୁଲକୁ ବ୍ୟବହାର କରି ନେଚୁରାଲ୍‌ ଭାବେ କେଶକୁ ରଙ୍ଗୀନ କରିପାରିବେ । ଏହାଦ୍ୱାରା ଆପଣଙ୍କ କେଶ ନେଚୁରାଲ୍‌ କଲର୍‌ ପାଇବା ସହ କେଶ ସୁନ୍ଦର, ମୁଲାୟମ୍‌ ଓ ସାଇନିଂ କରିବ । ଆସନ୍ତୁ ଜାଣିବା ମନ୍ଦର ଫୁଲ ବ୍ୟବହାର କରି କିପରି କରିବେ କେଶକୁ ରଙ୍ଗୀନ ।

ସାମଗ୍ରୀ :

ନେଚୁରାଲ୍‌ ହେୟାର କଲର ତିଆରି କରିବାର ବିଧି :

ବ୍ୟବହାର କରିବାର ତରିକା :

Exit mobile version