Site icon UTKAL PRATIDIN

ମ୍ୟାଜିକ ଦେଖେଇବା ହେଲା କାଳ, ଚାଲିଗଲା ଜୀବନ

54435346

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।ରବିବାର ସନ୍ଧ୍ୟା ସମୟରେ ମ୍ୟାଜିକ ଦେଖେଇବା କହି ପ୍ରଥମ ଶ୍ରେଣୀ ଛାତ୍ରର ଗଳା ବ୍ଲେଡରେ କାଟି ଦେଇଥିଲା ଚତୁର୍ଥ ଶ୍ରେଣୀର ଛାତ୍ର ।ସୂଚନା ମୁତାବକ ଉକ୍ତ ଛାତ୍ରକୁ ରାୟଗଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କି ପୁଲିସର ପ୍ରତିକ୍ରିୟା ମିଳି ପାରିନାହିଁ।

Exit mobile version