Site icon UTKAL PRATIDIN

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ସ୍ମାର୍ଟ ସିଟି ହେବ କଟକ

IMAGE_1727678119

କଟକରେ ପୂଜା ମଣ୍ଡପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।କଟକର ପୂଜା ମଣ୍ଡପ ବୁଲିବା ପରେ କଟକ ସ୍ମାର୍ଟ ସିଟି ହେବ ବୋଲି ସୂଚନା ଦେଇଛନ୍ତି ମୋହନ ଚରଣ ମାଝୀ ।କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ମଧ୍ୟ ପ୍ରତିଶୃତି ମଧ୍ୟ ଦେଇଛନ୍ତି । କଟକର ରାଣୀହାଟ ପୂଜା ମଣ୍ଡପରେ ମୁଖ୍ୟମନ୍ତ୍ରୀ ମା’ଙ୍କୁ ଦର୍ଶନ କରିଥିଲେ। ଶୁକ୍ରବାର ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ମୁଖ୍ୟମନ୍ତ୍ରୀ ବୁଲିଥିଲେ।

Exit mobile version