ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ।ସିଙ୍ଗାପୁର ଗସ୍ତ ସାରି ଆଜି ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ।ରୋଡ ଶୋ’ ସହ ଓଡ଼ିଶାରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ପୁଞ୍ଜିପତିଙ୍କୁ ଅବଗତ କରିଥିଲେ।
ଉତ୍କର୍ଷ ଓଡ଼ିଶା ପାଇଁ ଓଡ଼ିଶା ଆସିବାକୁ ନିବେଶକଙ୍କୁ ନିମନ୍ତ୍ରଣ ଦେଇଥିଲେ। ଏହା ପରେ ଗତକାଲି ଦିଲ୍ଲୀରେ ହେଉଥିବା ଓଡ଼ିଶା ପର୍ବରେ ସାମିଲହୋଇ ଆଜି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ।ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତରେ ଯାଇଥିଲେ। ତାଙ୍କ ସହ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ମଧ୍ୟ ସିଙ୍ଗାପୁର ଗସ୍ତରେ ଯାଇଥିଲେ।