ରାସନ କାର୍ଡ ଧାରୀଙ୍କ ପାଇଁ ଖୁସି ଖବର ।ଯଦି ଆପଣଙ୍କର ରସାନ କାର୍ଡ ଅଛି ତାହାଲେ ତୁରନ୍ତ କିଛି ଜରୁରୀ କାମ କରାଇ ନିଅନ୍ତୁ ନଚେତ୍ ରାସନ କାର୍ଡରୁ ନାଁ କାଟି ଦିଆଯିବ ।ରାସନ କାର୍ଡ ଧାରକ ତୁରନ୍ତ E-KYC କରାଇବାକୁ ପଡିବ । ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ଯାହା ଫଳରେ ପ୍ରକୃତ ହିତାଧିକାରୀ କେଉଁମାନେ ଏବଂ କେଉଁମାନେ ସରକାରଙ୍କ ସୁବିଧା ପାଇବାକୁ ଯୋଗ୍ୟ ତାହା ଜଣାପଡିଯିବ । ଯେଉଁମାନେ EKYC କରିନଥିବେ ସେମାନଙ୍କ ରାସନ କାର୍ଡ ଆସନ୍ତା ଅକ୍ଟୋବର ମାସରୁ କାଟିଦିଆଯିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ ।
ଜାଣିନିଅନ୍ତୁ କଟୁଛି କି ଆପଣଙ୍କର ରାସନ କାର୍ଡ
