ସୀତାରମଣ ଓଡିଶା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ କହିଛନ୍ତି ଯେ ଭାରତ ଏକ ବିକଶିତ ଦେଶ ହେବା ପାଇଁ ବ୍ରିଟିଶ...
NATIONAL
ଭାରତର ସୁପ୍ରିମକୋର୍ଟ ବୁଧବାର (୧୬ ଅଗଷ୍ଟ) ଏକ ହ୍ୟାଣ୍ଡବୁକ୍ ପ୍ରକାଶ କରିଛନ୍ତି, ଯେଉଁଥିରେ ଲିଙ୍ଗ-ଅନ୍ୟାୟ ସର୍ତ୍ତାବଳୀ ବିଷୟରେ ବିସ୍ତୃତ ଶବ୍ଦକୋଷ ଦିଆଯାଇଛି। ଏହା...
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ତବ ଲଗାତାର ଜାରି ରହିଛି । ବର୍ଷା ଓ ଭୂସ୍ଖଳନରେ ସ୍ଥିତି ବେହାଲ । ପ୍ରଭାବିତ ସ୍ଥାନରେ ଫସି...
ନ୍ୟୁୟର୍କ: ପୁଣି ବ୍ୟାନ ହେଲା ଚାଇନା ଆପ୍ ଟିକ୍ ଟକ୍ । ନ୍ୟୁୟର୍କରେ ବ୍ୟାନ ହୋଇଛି ଟିକ୍ଟକ୍ । ସଟ ଭିଡିଓ ଆପ ଟିକଟକକୁ ବ୍ୟାନ କରିଛନ୍ତ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ । ସୁରକ୍ଷା କାରଣରୁ ଟିକ୍ଟକ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାରୀ । ପୂର୍ବରୁ ଆମେରିକାର ଏକାଧିକ ଷ୍ଟେଟ ଟିକ୍ ଟକ୍ ବ୍ୟାନ କରିଥିଲା । ଚାଇନା କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ କରିବା ଆଶଙ୍କାରେ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ଟିକ୍ ଟକ୍ ଆପ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁୟର୍କ ଟାଇମ୍ସରୁ ସୂଚନା ମିଳିଛି । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ ସନ୍ଦେହରେ ସରକାରୀ ଅଫିସିଆଲଙ୍କ ଫୋନରେ ଏହି ଆପ୍କୁ ବ୍ୟାନ କରାଯାଇଛି । ମେୟର ଏରିକ ଆଡମସ ମୁଖପାତ୍ର ଜୋନ ଏଲୋନ ଏକ ବିବୃତ୍ତିରେ କହିଛନ୍ତି, ନ୍ୟୁୟର୍କ ସିଟିରେ ଟେକ୍ନିକାଲ ନେଟୱାର୍କ ସୁରକ୍ଷାରେ ବିପଦ ସୃଷ୍ଟି ହୋଇଛି । ସିଟି କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ୩୦ ଦିନ ମଧ୍ୟରେ ନିଜ ଫୋନରୁ ଆପ୍ ହଟାଇବାକୁ ନିଷ୍ପତ୍ତି ହୋଇଛି । ପ୍ରକାଶ ଥାଉ କି, ପୂର୍ବରୁ ମାର୍ଚ୍ଚ ମାସରେ ସୁରକ୍ଷା ଚିନ୍ତା ଦର୍ଶାଇ ସଂସଦରେ ଟିକଟକ ବ୍ୟବହାର ବନ୍ଦ କରିଥିଲେ ବ୍ରିଟେନ ସରକାର । କୌଣସି ସାଂସଦଙ୍କ ଫୋନରେ ଚୀନ ଟିକ୍ ଟକ୍ ଆପ୍ ରହିବ ନାହିଁ ବୋଲି କହିଥିଲେ । ବ୍ରିଟେନ ସାଂସଦଙ୍କୁ ଟିକ୍ ଟକ୍ ମନା ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ରିଟେନ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଥିଲେ । ପରବର୍ତ୍ତୀ ସମୟରେ ସରକାରୀ ଡିଭାଇସରୁ ଏହି ଆପ ହଟିଥିଲା । ସେହିପରି ଭାରତ ଗୋପନୀୟତା ଓ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକ୍ ଟକ୍ ଆପକୁ ବ୍ୟାନ କରିଥିଲା । ଟିକ୍ ଟକ୍ ସମେତ ୫୯ଟି ଚାଇନା ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ଭାରତରେ ଟିକ୍ ଟକ୍ ସମେତ ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ୬ ବିଲିୟନ କ୍ଷତି ସହିଥିଲା ଚାଇନାର ଏକ କମ୍ପାନୀ । ଭାରତ ପରେ ଆମେରିକା ଟିକ୍...
ପୁରୀ: ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ଦିନରେ ଶ୍ରୀଜିଉଙ୍କ ଦର୍ଶନ ସାରି ପେଣ୍ଠକଟାଠାରେ ସଦାଶିବ ସଂସ୍କୃତ...
ନେହେରୁ ମେମୋରିଆଲର ନାମ ପରିବର୍ତ୍ତନକୁ ନେଇ ରାଜନୀତି ତେଜିଥିବା ବେଳେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଲଦାଖ ଗସ୍ତ...
ଯଦି ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ଲଢିବେ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ହରେଇଦେବେ । ଲୋକସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଏବଂ ନରେନ୍ଦ୍ର...
ନୂଆଦିଲ୍ଲୀ: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଢିଥିବା ଜମ୍ମୁକଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କର ଏକ ଭିଡିଓ...
ସୋମବାର ଦିନ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ୨୦୧୪-୨୦୨୨ ମଧ୍ୟରେ ‘ମେକ୍ ଇନ୍ ଇଣ୍ଡିଆ’ ମୋବାଇଲ୍ ଫୋନ୍ ପଠାଣ ୨ ବିଲିୟନ ମାର୍କ...
ବଦଳିଲା ନେହେରୁ ମେମୋରିଆଲ ସଂଗ୍ରହାଳୟ ଓ ଲାଇବ୍ରେରୀର ନାଁ । ଏଣିକି ଏହା ଜଣାଯିବ ପିଏମ ସଂଗ୍ରହାଳୟ ଓ ଲାଇବ୍ରେରୀ ନାଁରେ ।...