September 16, 2025

INTERNATIONAL

ଆଜି ହେଉଛି ‘ବିଶ୍ୱ ଫଟୋଗ୍ରାଫି ଦିବସ’ କୁହାଯାଏ ଗୋଟିଏ ଫଟୋ ହଜାରେ ଶବ୍ଦକୁ ବୁଝାଉଥାଏ । ସମସ୍ତଙ୍କ ଜୀବନରେ ଫଟୋ କିଛି ନା...
ଟ୍ୱିଟର ରୁ ହଟିବ ବ୍ଲକ ଫିଚର ପ୍ରଖ୍ୟାତ ଉଦ୍ୟୋଗୀ ଏଲୋନ୍ ମସ୍କ ଶୁକ୍ରବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର)...
ନୂଆଦିଲ୍ଲୀ: ଗୁଜୁରାଟର ଗାନ୍ଧୀନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଗ୍ଲୋବାଲ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ଗୁରୁବାର ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ...
“ମୁଁ ଭାବିଲି ଦୁନିଆର ସବୁଠୁ ସୁନ୍ଦର ଜିନିଷ ଛାଇ ହେବା ଜରୁରୀ” – ସିଲଭିଆ ପ୍ଲାଥ ତାଙ୍କ ଉପନ୍ୟାସ ଦି ବେଲ ଜାରରେ...
ଭୁକମ୍ପ ପ୍ରଭାବରେ ମହିଳାଙ୍କ ମୃତ୍ୟୁ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଗୁରୁବାର ବିଳମ୍ବିତ ରାତିରେ କଲମ୍ବିଆର ରାଜଧାନୀ ବୋଗୋଟାଠାରେ ୬.୩ ମ୍ୟାଗ୍ନିଚ୍ୟୁଡର...
ସଫଳତାର ସହ ବିଚ୍ଛିନ୍ନ ହେଲା ଲ୍ୟାଣ୍ଡର ବିକ୍ରମ ଇସ୍ରୋ ପକ୍ଷରୁ ମିଳିସାରିଛି ଶୁଭ ଖବର l ସଫଳତା ପଥେରେ ଆଉ ପାଦେ ଆଗକୁ...
ନ୍ୟୁୟର୍କ: ପୁଣି ବ୍ୟାନ ହେଲା ଚାଇନା ଆପ୍ ଟିକ୍ ଟକ୍ । ନ୍ୟୁୟର୍କରେ ବ୍ୟାନ ହୋଇଛି ଟିକ୍ଟକ୍ । ସଟ ଭିଡିଓ ଆପ ଟିକଟକକୁ ବ୍ୟାନ କରିଛନ୍ତ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ । ସୁରକ୍ଷା କାରଣରୁ ଟିକ୍ଟକ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାରୀ । ପୂର୍ବରୁ ଆମେରିକାର ଏକାଧିକ ଷ୍ଟେଟ ଟିକ୍ ଟକ୍ ବ୍ୟାନ କରିଥିଲା । ଚାଇନା କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ କରିବା ଆଶଙ୍କାରେ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ଟିକ୍ ଟକ୍ ଆପ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁୟର୍କ ଟାଇମ୍ସରୁ ସୂଚନା ମିଳିଛି । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ ସନ୍ଦେହରେ ସରକାରୀ ଅଫିସିଆଲଙ୍କ ଫୋନରେ ଏହି ଆପ୍‌କୁ ବ୍ୟାନ କରାଯାଇଛି । ମେୟର ଏରିକ ଆଡମସ ମୁଖପାତ୍ର ଜୋନ ଏଲୋନ ଏକ ବିବୃତ୍ତିରେ କହିଛନ୍ତି, ନ୍ୟୁୟର୍କ ସିଟିରେ ଟେକ୍ନିକାଲ ନେଟୱାର୍କ ସୁରକ୍ଷାରେ ବିପଦ ସୃଷ୍ଟି ହୋଇଛି । ସିଟି କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ୩୦ ଦିନ ମଧ୍ୟରେ ନିଜ ଫୋନରୁ ଆପ୍ ହଟାଇବାକୁ ନିଷ୍ପତ୍ତି ହୋଇଛି । ପ୍ରକାଶ ଥାଉ କି, ପୂର୍ବରୁ ମାର୍ଚ୍ଚ ମାସରେ ସୁରକ୍ଷା ଚିନ୍ତା ଦର୍ଶାଇ ସଂସଦରେ ଟିକଟକ ବ୍ୟବହାର ବନ୍ଦ କରିଥିଲେ ବ୍ରିଟେନ ସରକାର । କୌଣସି ସାଂସଦଙ୍କ ଫୋନରେ ଚୀନ ଟିକ୍ ଟକ୍ ଆପ୍ ରହିବ ନାହିଁ ବୋଲି କହିଥିଲେ । ବ୍ରିଟେନ ସାଂସଦଙ୍କୁ ଟିକ୍ ଟକ୍ ମନା ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ରିଟେନ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଥିଲେ । ପରବର୍ତ୍ତୀ ସମୟରେ ସରକାରୀ ଡିଭାଇସରୁ ଏହି ଆପ ହଟିଥିଲା । ସେହିପରି ଭାରତ ଗୋପନୀୟତା ଓ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକ୍ ଟକ୍ ଆପକୁ ବ୍ୟାନ କରିଥିଲା । ଟିକ୍ ଟକ୍ ସମେତ ୫୯ଟି ଚାଇନା ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ଭାରତରେ ଟିକ୍ ଟକ୍ ସମେତ ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ୬ ବିଲିୟନ କ୍ଷତି ସହିଥିଲା ଚାଇନାର ଏକ କମ୍ପାନୀ । ଭାରତ ପରେ ଆମେରିକା ଟିକ୍...
ଆଜି ମୁନ ମିଶନର ଆଉ ଏକ ପରୀକ୍ଷା l ଆଜି ଅଲଗା ହେବ ଚନ୍ଦ୍ରଯାନ-3 ଲ୍ୟାଣ୍ତର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ ।...
କେପ ଭର୍ଡେ ଦ୍ୱୀପପୁଞ୍ଜରେ ବୁଡିଗଲା ଡ଼ଙ୍ଗା, ୬୦ ମୃତ୍ୟୁ ପଶ୍ଚିମ ଆଫ୍ରିକାର ଏକ ଦେଶ କେପ ଭର୍ଡେ ଦ୍ୱୀପପୁଞ୍ଜ ଉପକୂଳବର୍ତ୍ତୀ ସେନେଗାଲରୁ ପ୍ରବାସୀମାନଙ୍କୁ...