Site icon UTKAL PRATIDIN

ମାଲକାନଗିରିରେ ମାଓବାଦୀଙ୍କ ବର୍ବର କାଣ୍ଡ

istockphoto-106492379-612x612

ମାଲକାନଗିରିରେ ଆତଙ୍କ ଖେଳାଇଲେ ମାଓବାଦୀ ।ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଅଞ୍ଚଳ ପୁବର୍ତି ଗାଁରେ ଆତଙ୍କବାଦୀ ଘଟାଇଛନ୍ତି ଏଭଳି ଜଘନ୍ୟ କାଣ୍ଡ।୧୦ଦିନ ତଳେ ବଡ ଭାଇକୁ ହତ୍ୟା କରିଥିଲା ବେଳେ ୧୬ ବର୍ଷର ଦଶମ ଶ୍ରେଣୀ ଛାତ୍ରକୁ ପୋଲିସ ଇନଫର୍ମର ସନ୍ଦେହରେ ସ୍କୁଲ ଛାତ୍ରକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଗତ ବିଳମ୍ବିତ ରାତିରେ ଛତିଶଗଡ ସୁକମା ଅଞ୍ଚଳ ପୁବର୍ତି ଗାଁର ସୋୟମ ଶଙ୍କରଙ୍କୁ ଧାରୁଆ ଅସ୍ତ୍ର ରେ ହତ୍ୟା କରାଯାଇଥିବା ସୂଚନା ମିଳିଛି ।ଏହି ସ୍ଥାନରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିବାରୁ ମାଓବାଦୀମାନେ ଏପରି କାଣ୍ଡ କରିଥିବା ଏସପି ସୂଚନା ଦେଇଛନ୍ତି ।

Exit mobile version