Site icon UTKAL PRATIDIN

ବିମାନରେ ବୋମା, ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କଲା ବିମାନ

Air-India

ଦିନକୁ ଦିନ ବିମାନରେ ବୋମା ଆତଙ୍କ ବଢ଼ିବାରେ ଲାଗିଛି ।ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଆଜି ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି।ବୋମା ଧମକ ପରେ ବିମାନର ଦିଗ ପରିବର୍ତ୍ତନ କରାଯାଇ ଦିଲ୍ଲୀ ଏୟାରକୋର୍ଟରେ ଜରୁରୀ ଅବତରଣ କରାଗଲା।

ବିମାନ ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଅଣାଯାଇଥିଲା। ଏହାପରେ ବିମାନଟିକୁ ଯାଞ୍ଚ କରାଯାଉଛି। ଦିଲ୍ଲୀ ଏୟାରପୋର୍ଟରେ ବିମାନର ଯାଞ୍ଚ କରାଯାଇଛି।

Exit mobile version