Site icon UTKAL PRATIDIN

ଆରମ୍ଭ ହେଲା ବିଜେପିର ସାଙ୍ଗଠନିକ କର୍ମଶାଳା

GdnRSP1XgAAnafb-750x430

ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ କର୍ମଶାଳା ଆରମ୍ଭ ହୋଇଛି ।ଆଜି ଦଳର ସଙ୍ଗଠନ ମଜଭୂତ ଦିଗରେ ହେବ ଆଲୋଚନା ହେବ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେ ନେଇ ପ୍ରସ୍ତୁତହେବ ରୋଡମ୍ୟାପ।

ବୈଠକରେ ଦଳର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକ, ସମସ୍ତ ମୋର୍ଚ୍ଚାର ମୁଖ୍ୟଙ୍କ ସମେତ ରାଜ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିଛନ୍ତି। ଏହାସହ ଜିଲ୍ଲାସ୍ତରର ପଦାଧିକାରୀ ମାନେ କର୍ମଶାଳାରେ ଯୋଗ ଦେଇଛନ୍ତି।

Exit mobile version