Site icon UTKAL PRATIDIN

ନାମାଙ୍କନ ଭରିଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହନ୍ତ

PTI08_01_2024_000397B

ରାଜ୍ୟସଭା ପ୍ରାର୍ଥୀ ମମତା ମହନ୍ତ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କୁଡୁମୀ ସମ୍ପ୍ରଦାୟର ବରିଷ୍ଠ ନେତ୍ରୀ ମମତା ମହାନ୍ତ। ବିଜେପି ଗତକାଲି ମମତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟ ସିଂ ତୋମାରଙ୍କ ପରି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମମତା ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଅନ୍ୟପଟେ ମୟୂରଭଞ୍ଜରେ ୫ ଲକ୍ଷରୁ ଅଧିକ କୁଡ଼ୁମୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ତେବେ ଏହି ଭୋଟ୍‌ବ୍ୟାଙ୍କ ଉପରେ ନଜର ରଖି ଦଳ ତାଙ୍କୁ ସାଂସଦ କରିଥିବା ସେ‌ତେବେଳେ ଚର୍ଚ୍ଚା ହୋଇଥିଲା। ରାଜ୍ୟସଭାରେ ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍‌ରେ ଶେଷ ହୋଇଥା’ନ୍ତା।ତେବେ ଆବଶ୍ୟକ ପଡିଲେ ସେପ୍ଟେମ୍ବବେର ୩ରେ ଉପନିର୍ବାଚନ ହେବ ।ସେଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳ ଫଳ ଘୋଷଣା କରାଯିବ ।

Exit mobile version