Site icon UTKAL PRATIDIN

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର,ଏଣିକି ୬୦ ଦିନ ପୂର୍ବରୁ ଟ୍ରେନ୍‌ ଟିକେଟ ବୁକିଂ

TRAIN-750x430

ରେଳ ବିଭାଗ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି ।ଟ୍ରେନ୍‌ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କଲା ରେଳ ବିଭାଗ। ଏଣିକି ୪ ମାସ ନୁହେଁ, ୨ ମାସ ପୂର୍ବରୁ ଆଡଭାନ୍ସ ବୁକିଂ କରିହେବ। ସମୟ ସୀମା ହ୍ରାସ ନେଇ ରେଲୱେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ୧୨୦ ଦିନ ଆଗରୁ ଟିକେଟ ବୁକିଂର ବ୍ୟବସ୍ତା ଥିବାବେଳେ ବର୍ତମାନ ତାହା ପରିବର୍ତନ କରାଯାଇଛି। ଟ୍ରେନରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ ୧୨୦ ଦିନ ପରିବର୍ତ୍ତେ ଏଣିକି ୬୦ ଦିନ ପୂର୍ବରୁ ଟ୍ରେନ୍‌ ଟିକେଟ ବୁକିଂ କରିପାରିବେ।

Exit mobile version