Site icon UTKAL PRATIDIN

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆରାଇ

Vigilance-Raid--750x430

ଭିଜିଲାନ୍ସ ଜାଲରେ ମାଳମାଳ ସରକାରୀ କର୍ମଚାରୀ ଛନ୍ଦି ହେଉଛନ୍ତି । ମାଳ ମାଳ କର୍ମଚାରୀଙ୍କ ପୁଳା ପୁଳା ସମ୍ପତି ଭିଜିଲାନ୍ସ ବିଭାଗ ହାତରେ ମଧ୍ୟ ପଡୁଛି । ଏସବୁ ଭିତରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ପୁଣି ଜଣେ ଆର୍‌ଆଇ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଆରଆଇ ଭାଗବତ ଖଟୁଆ। ଜଳ ଜମିକୁ ଘରବାଡ଼ିରେ ପରିବର୍ତ୍ତନ ପାଇଁ ଲାଞ୍ଚ ନେବାବେଳେ ଆର୍‌ଆଇ ଧରାପଡ଼ିଲେ।

Exit mobile version