Site icon UTKAL PRATIDIN

ଭିଜିଲାନ୍ସ ରାଡ଼ାରରେ ଆଉ ଜଣେ ସରକାରୀ ଅଧିକାରୀ

Vigilance-Raid--750x430

ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ ଅଫିସର ।ଏସବୁ ଭିତରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜଣେ ପୁଲିସ ବାବୁ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଖଣ୍ଡପଡ଼ା ଥାନାର ପୁଲିସ ଏସ୍‌କେ ରେହମାନ। ମଦ ବେପାରୀଠୁ ୩ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏସ୍‌କେ ରେହମାନଙ୍କୁ ଭିଜିଲାନ୍ସ ଗିରଫ କରିଛି।

Exit mobile version