Site icon UTKAL PRATIDIN

ପୁଣି ଛଟେଇ କଲା ଇଣ୍ଟେଲ୍‌

download (12)

ନୂଆଦିଲ୍ଲୀ : ପୁଣି ଛଟେଇ କରିଛି ଇଣ୍ଟେଲ କର୍ପୋରେଶନ। ଖର୍ଚ୍ଚ ହ୍ରାସ ଦର୍ଶାଇ ଆମେରିକାର ୧୪୦ଜଣ କର୍ମଚାରୀଙ୍କୁ କମ୍ପାନୀ ବାହାର କରିଛି। ଛଟେଇ ହୋଇଥିବା କର୍ମଚାରୀ କାଲିଫର୍ଣ୍ଣିଆରେ କାମ କରୁଥିଲେ। କମ୍ପାନୀ ଏନେଇ ମେ’ ମାସରେ ଘୋଷଣା କରିଥିଲା।

ତେବେ ଚଳିତ ବର୍ଷ ଜୁନ୍‌ରେ କମ୍ପାନୀ ନିଜର ବାଙ୍ଗାଲୁରୁ ସ୍ଥିତ ଅଫିସ ବିକ୍ରି କରିବାକୁ ଯୋଜନା କରୁଥିଲା। କାରଣ ଏହା ହାଇବ୍ରିଡ-ଫାଷ୍ଟ ମଡେଲରେ କାମ କରିବ।

Exit mobile version