ନିଟ୍ ପରୀକ୍ଷାକୁ ନେଇ ସାରା ଦେଶରେ ଲାଗି ରହିଥିଲା ବିବାଦ ।ସାରା ଦେଶରେ ପ୍ରଶ୍ନପତ୍ର ଲିକ ମାମଲାକୁ ନେଇ ବିରୋଧ ଜାରି ରହିଥିବା ବେଳେ ଓଡିଶାରୁ ଜଣକୁ ଗିରଫ କରିଛି ପୁଲିସ ।ପୂର୍ବରୁ ପାଟନାରୁ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଓଡିଶା ଭୁବନେଶ୍ୱରରୁ ସୁଶାନ୍ତ କୁମାରଙ୍କୁ ଗିରଫ କରିଛି ପୁଲିସ ।ଭୁବନେଶ୍ୱରରୁ ସୁଶାନ୍ତକୁ ଗିରଫ କରାଯାଇ ପାଟଣା ନିଆଯାଇଛି ।୫ଦିନ ରିମାଇଣ୍ଡରେ ନେବା ପାଇଁ ସୁଶାନ୍ତକୁ କୋର୍ଟ ନିର୍ଦେଶ ଦେଇଛନ୍ତି ।
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଭୁବନେଶ୍ୱର ଲିଙ୍କ
