Site icon UTKAL PRATIDIN

ଅମିତ ଶାହାଙ୍କ ବଡ଼ ଘୋଷଣା: ଲୋକ ସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ CAA.

SHAH-ANIIIIIII1707549247920

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶନିବାର CAAକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ(CAA) ଲାଗୁ କରି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ସେ କଂଗ୍ରେସ ଉପରେ ସିଏଏ ଲାଗୁ କରିବାକୁ ନେଇ ପ୍ରତିଶ୍ରୁତିରୁ ପଛକୁ ହଟିଥିବା ସେ ଅଭିଯୋଗ କରିଛନ୍ତି।

Exit mobile version