Site icon UTKAL PRATIDIN

ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା

suresh-750x399

ସବୁ ଶିକ୍ଷାନୁଷ୍ଠାନକୁ ଡିସେମ୍ବର ସୁଦ୍ଧା ଜମି ପଟ୍ଟା ମିଳିବ। ସବୁ ସ୍କୁଲ୍‌କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲ୍ ଓ କଲେଜକୁ ଜମି ପଟ୍ଟା ଦିଆଯିବ। କାର୍ଯ୍ୟ ଆରମ୍ଭ ହୋଇଛି।ପାଠପଢ଼ା ଛାଡ଼ି ତହସିଲ୍ ଦୌଡ଼ିବା ଆବଶ୍ୟକ ନାହିଁ। ୨୦ ରାଜସ୍ୱ ଗ୍ରାମ ନେଇ ପ୍ରସ୍ତାବ ଥିଲା। ଗ୍ରାମରେ ଜନଗଣନା ଆରମ୍ଭ ହୋଇଛି। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲ୍ ଓ କଲେଜକୁ ଜମି ପଟ୍ଟା ଦିଆଯିବ।

Exit mobile version