
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ।ସେଥିପାଇଁ କେବଳ ପଶ୍ଚିମ ଓଡିଶା ସାରା ଓଡିଶା ଚଳଚଂଚଳ। ରାଜ୍ୟର ସମସ୍ତ ବ୍ୟାଙ୍କ ଆସନ୍ତା ୯ତାରିଖ ଦିନ ସୋମବାର ବନ୍ଦ ରହିବ ।। ନୂଆଖାଇ ଦିନ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ବନ୍ଦ ରହିବ ।ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ହୋଇଥିବାରୁ ଏହି ପର୍ବକୁ ପାଳନ ପାଇଁ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି । ମୋହନ ସରକାର ନୂଆଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ ।