Site icon UTKAL PRATIDIN

୫୦ ଟପିଲା ଆଳୁ ଦର, ଚିନ୍ତାରେ ଖାଉଟି

jpg


ରାଜ୍ୟରେ କମିବାର ନାଁ ଧରୁନି ଆଳୁ ସଙ୍କଟ ।ଦୀର୍ଘ ମାସେ ହବ ରାଜ୍ୟରେ ଲାଗି ରହିଛି ଏଭଳି ସ୍ଥିତି ।ପଶ୍ଚିମବଙ୍ଗ ରୁ ଅକଳୁ ଗାଡି ଆସିପାରୁନଥିବାରୁ ଆଳୁ ଦର ଉପରମୁହାଁ ହୋଇଛି ।କଟକ, ଛତ୍ରବଜାର, ଆଇଗିଣିଆ ଗୋଦାମରେ ମଧ୍ୟ ସଙ୍କଟ ଦେଖା ଦେଇଛି ।ଆଳୁ ଦର ମାହାଙ୍ଗା ହୋଇଥିବାରୁ ଖାଉଟିଙ୍କ ପାକେଟ ଉପରେ ଏହା ସିଧାସଳଖ ପ୍ରଭାବ ପକାଉଛି ।ସାଧାରଣ ଖାଉଟି ମଧ୍ୟ ଅସୁବିଧାରେ ସମ୍ମୁଖୀନ ହଉଛନ୍ତି ।ତେବେ କିଛି ଦୋକାନରେ ୪୫ଟଙ୍କା ଥିବା ବେଳେ କିଛି ଦୋକାନୀ ୫୦ଟଙ୍କାରେ ମଧ୍ୟ ଆଳୁ ବିକ୍ରି କରୁଛନ୍ତି ।ବଜାରରେ ଆଳୁ ଅଭାବ ଦେଖାଦେଉଥିବାରୁ ଦୋକାନୀ ମନ ଇଛା ଦରରେ ଆଳୁ ବିକ୍ରି କରୁଛନ୍ତି ।

Exit mobile version