Site icon UTKAL PRATIDIN

ପୁଣି ବର୍ଷାରେ ଭିଜିବ ଓଡିଶା

201709030227122385_Madurai-receives-heavy-rainfall-in-a-day_SECVPF

ଉତ୍ତର ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ ହୋଇଥିବାରୁ ରାଜ୍ୟରେ ବର୍ଷା ପ୍ରବାହ ଜାରି ରହିଛି ।ଏଥିପାଇଁ ୨୪ତାରିଖ ଓ ୨୫ତାରିଖରେ ରାଜ୍ୟ ଅଧିକରୁ ଅଧିକ ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି ।୭ଟି ଜିଲ୍ଲାକୁ ସତର୍କ କରାଯାଇଛି ।ସୁନ୍ଦରଗଡ, କେଉଁଝର,ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ସମୁଦ୍ର ଅଶାନ୍ତ ଥିବାରୁ ୨୨ରୁ ୨୫ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ଉପରେ କଟକଣା ଲଗାଯାଇଛି।ଲାଗାଁ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଗୁଡିକରେ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ ବୋଲି ସତର୍କ ସୂଚନା ଦେଇଛନ୍ତି ଏସଆରସି ।

Exit mobile version