Site icon UTKAL PRATIDIN

ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ

images (8)

ରାଜଧାନୀର ବିମାନ ବନ୍ଦର ନିକଟରେ ମାତିଛି ବାଘ ।ଏୟାରପୋର୍ଟ ନିକଟ ଡମ୍ପିଂ ୟାର୍ଡରେ ବାଘ ଦେଖାଯିବା ନେଇ ସୂଚନା ମିଳିଛି। ବାଘକୁ ବିମାନବନ୍ଦରରେ ଦେଖି ସାଧାରଣ ଲୋକ ଛାନିଆ ହୋଇଯାଇଛନ୍ତି। ତେବେ ବାଘକୁ ଠାବ କରିବା ପାଇଁ ବନ ବିଭାଗର ନଜର ରଖିଛି। ପ୍ଲାଷ୍ଟିକ ଜାଲରେ ବାଘକୁ କାବୁ ପାଇଁ ପ୍ରୟାସ କରାଯାଉଛି।

Exit mobile version