ମୁମ୍ବାଇରେ ଗୋଦାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ଏଥିରେ ବିପୁଳ ପରିମାଣର ମୂଲ୍ୟବାନ ସାମଗ୍ରୀ ପୋଡି ଜାଳି ପାଉଁଶ ହୋଇଯାଇଛି ।ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛି ।ଏହି ଗୋଦାମର ନାମ ଭି ଲଜିଷ୍ଟିକ ୱେୟାରହାଉସ୍।
ଏଠାରେ ବିପୁଳ ପରିମାଣର ହାଇଡ୍ରୋଲିକ୍ ଅଏଲ, ଡ୍ରେସ୍, ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥ ଗଚ୍ଛିତ ହୋଇଥିଲା ।ତେବେ କେଉଁ କାରଣରୁ ଗୋଦାମରେ ନିଆଁ ଲାଗିଲା, ତାହା ସ୍ପଷ୍ଟ ଜଣାପଡ଼ିନାହିଁ।ଗୋଦାମରେ ବିପୁଳ ପରିମାଣର ହାଇଡ୍ରୋଲିକ୍ ଅଏଲ, ଡ୍ରେସ୍, ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥ ଗଚ୍ଛିତ ହୋଇଥିଲା । ଯାହା ଜଳି ପାଉଁଶ ହୋଇଯାଇଛି ।