
କିଛି ଦିନ ହେବ ଆକ୍ସନ ମୋଡରେ ଭିଜିଲାନ୍ସ ଟିମ ।ମାଳ ମାଳ ସରକାରୀ ବାବୁଙ୍କ ଘରେ କରୁଛନ୍ତି ଚଢ଼ାଉ ।ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳ ସଂପଦ ବିଭାଜନ ସହକାରୀ ଯନ୍ତ୍ରୀ ଇଂ. ପ୍ରସନ୍ନ କୁମାର ସ୍ୱାଇଁଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ଜାରୀ କରିଛି ।ଗଂଜାମ ଗଜପତି ଫୁଲବାଣୀ ଆଦି ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାରିଆଡେ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ ।ମୋଟା କେତେ ସମ୍ପତି ତାହା ଆକଳନ କରାଯାଇ ନାହିଁ