
ରାଜ୍ୟସଭା ସାଂସଦ ପଦରୁ ସୁଜିତ କୁମାର ଇସ୍ତଫା ଦେଇଛନ୍ତି ।ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।ବିଜେଡି ଅନାଦର କରୁଥିବା କାରଣରୁ ନବୀନଙ୍କୁ ସେ କୃତଜ୍ଞତ ଜଣାଇବା ସହ ବିଜେଡିରୁ ଇସ୍ତଫା ଦେଇଛନ୍ତି ।ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଉ ଦେଉ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କାର କରିଛି