
୨୦୨୪ର ଅଲମ୍ପିକସ୍ ପ୍ରଥମ ସ୍ଵର୍ଣ ପଦକ ହାତେଇଛି ଚାଇନା ।ଶୁଟିଙ୍ଗରେ ଭାରତୀୟ ଟିମକୁ ହେବବାକୁ ପଡିଛି ନିରାଶ ଓ ଅର୍ଜୁନ ବବୁତା ଯୋଡ଼ି ଯାଇପାରିଲେଣି ଫାଇନାଲ । ରେସରୁ ବାଦ୍ ପଡ଼ି ଯାଇଛନ୍ତି ରମିତା ଜିନ୍ଦଲ-ଅର୍ଜୁନ ବବୁତା ଯୋଡି । ଏହି ଯୋଡ଼ି 628.7 ସ୍କୋର ହାସଲ କରିଛନ୍ତି। ଭାରତୀୟ ଦଳର ଯୋଡି ରମିତା-ଅର୍ଜୁନ ଷଷ୍ଠ ସ୍ଥାନରେ ଥିବାବେଳେ ଏଲାବେନିଲ-ସନ୍ଦୀପ ଦ୍ୱାଦଶ ସ୍ଥାନରେ ରହିଛନ୍ତି।
ଆଜିଠାରୁ ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହୋଇଛି ।ପ୍ରଥମ ଦିନରେ ଭାରତ ବ୍ୟାଡମିଣ୍ଟନ୍, ବକ୍ସିଂ, ହକି ସମେତ ମୋଟ ସାତୋଟି କ୍ରୀଡ଼ାରେ ଅଂଶଗ୍ରହଣ କରିବାର ରହିଛି କାର୍ଯ୍ୟକ୍ରମ।