ଶନିବାର ଦିନ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ହିମାଚଳ ସଡକ ପରିବହନ ନିଗମ ସରକାରୀ ବସ୍ରେ ମହିଳାମାନଙ୍କୁ ମାଗଣା ଯାତ୍ରା ସୁବିଧା ଯୋଗାଇବାକୁ ଯାଉଛି। ନଭେମ୍ବର ୩୦, ୨୦୨୩ ରେ “ରାକ୍ଷୀପୂର୍ଣ୍ଣିମା” ପାଳନ କରାଯାଉଥିବା ସହ ସେହି ଦିନ “ଭାଇ ଦୁଜ” ବି ପଡେ l
ରାକ୍ଷୀ ପୂର୍ଣ୍ଣିମା ଏବଂ ଭାଇ ଦୁଜ , ଉଭୟ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପ୍ରେମ, ଭରସା ଓ ସମ୍ମାନ ର ବନ୍ଧନକୁ ବୁଝାଏ ଏହି ପର୍ବ l ଏହି ପର୍ବଗୁଡ଼ିକ ଭାଇ ଭଉଣୀଙ୍କ ମଧ୍ୟରେ ଦୀର୍ଘସ୍ଥାୟୀ ବନ୍ଧନର ଏକ ପ୍ରମାଣ l
ଉତ୍ସବର ମହତ୍ତ୍ୱକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ମାଗଣା ବସ୍ ଚଳାଚଳ ଯୋଗାଇଦେବାକୁ HRTC ନିଷ୍ପତ୍ତି ନେଇଥିଲା। ଏହାପୂର୍ବରୁ ହରିୟାଣା ରୋଡୱେ ମଧ୍ୟ ରାକ୍ଷୀପୂର୍ଣ୍ଣିମା ଅବସରରେ ମହିଳାମାନଙ୍କ ପାଇଁ ମାଗଣା ବସ୍ ଚଳାଚଳ ଘୋଷଣା କରିଛନ୍ତି l
ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ମହିଳାଙ୍କ ପାଇଁ ମାଗଣା ବସ ଯାତ୍ରା
