Site icon UTKAL PRATIDIN

ମନମୋହନ ସାମଲଙ୍କ ନୂଆ ଟିମ୍

photo_6226533047176639630_y

ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାଁ ଘୋଷଣା। ୩୫ ଜଣିଆ ତାଲିକା ଜାରି କଲେ ମନମୋହନ ସାମଲ। ତାଲିକାରେ ୧୦ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ରହିଛନ୍ତି। ୧୦ ଉପସଭାପତି ହେଲେ- ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାରାୟଣ ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଞ୍ଚି ନାରାୟଣ ତ୍ରିପାଠୀ। ସେହିପରି ସାଧାରଣ ସମ୍ପାଦକ ହେଲେ ଶାରଦା ପ୍ରସନ୍ନ ଶତପଥୀ, ଜତିନ ମହାନ୍ତି, ପୂର୍ଣ୍ଣିମା କେରକେଟ୍ଟା, ସୀମାଞ୍ଚଳ ଖଟେଇ, ମାନସ କୁମାର ମହାନ୍ତି। ସୂଚନାନୁଯାୟୀ, ବିଜେପିର ୩୫ ଜଣିଆ ଟିମ୍‌ରେ ଅଭିଳାଷ ପଣ୍ଡାଙ୍କୁ ବିଜେପି ଯୁବ ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତ କରାଯାଇଛି। ସେହିପରି ଡକ୍ଟର ଐଶ୍ଵର୍ଯ୍ୟା ବିଶ୍ଵାଳଙ୍କୁ ମହିଳା ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତ କରାଯାଇଛି। ମହେଶ୍ଵର ସାହୁଙ୍କୁ କିଷାନ ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏସଟି ମୋର୍ଚ୍ଚା ସଭାପତି ଭାବେ ନିତ୍ୟାନନ୍ଦ ଗଣ୍ଡଙ୍କୁ ନିଯୁକ୍ତ କରାଯାଇଛି। ବିଭୁପ୍ରସାଦ ତରାଇ ଏସସି ମୋର୍ଚ୍ଚା ସଭାପତି ହୋଇଛନ୍ତି। ସରଥ ବିଶ୍ଵାଳ ଓବିସି ମୋର୍ଚ୍ଚା ସଭାପତି ହୋଇଛନ୍ତି

Exit mobile version