Site icon UTKAL PRATIDIN

ଦେଶ ପାଇଁ ବ୍ରୋଞ୍ଜ ପଦକ ଆଣିଲେ ମନୁ ଭାକର

manu


ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ହାତେଇଲା ପଦକ। ଭାରତର ଯୁବ ଶୁଟର ମନୁ ଭାକର ୨୨ବର୍ଷ ବୟସରେ ରଚିଛନ୍ତି ଇତିହାସ।୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ମନୁ ଭାକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ।

୩ବର୍ଷ ପୂର୍ବେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲକୁ ଯାଇପାରିନଥିଲେ ।ମାତ୍ର ପ୍ୟାରିସରେ ମନୁ ଭାକର ତାଙ୍କର ଅଧୁରା ସ୍ୱପ୍ନକୁ ପୂରଣ କରି ବେଶ ଖୁସି ଅଛନ୍ତି ।

Exit mobile version