Site icon UTKAL PRATIDIN

ଘୋଷଣା ହେଲା ତାରିଖ, ଫେବୃଆରୀ ୧୮ରେ ଯୁକ୍ତ ଦୁଇ ପରୀକ୍ଷା

plus-two-exams (1)

ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ +୨ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ହେବ। ଯୁକ୍ତଦୁଇ ପରୀକ୍ଷା ନେଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏଁ ପରୀକ୍ଷା ଚାଲିବ। ଫେବ୍ରୁଆରୀ ୧୮ରୁ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଫେବ୍ରୁଆରୀ ୧୯ରୁ ବାଣିଜ୍ୟ ଓ କଳା ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜାନୁଆରୀ ୨ରୁ ୧୨ ଯାଏଁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ହେବ।

Exit mobile version