Site icon UTKAL PRATIDIN

ଏସଟିଏଫ ଙ୍କ ଦ୍ୱାରା ୧୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ

photo1688889814


ଏସଟିଏଫ ଓ ଖୋର୍ଦ୍ଧା ପୁଲିସ ର ମିଳିତ ଚଢ଼ାଉରେ ୧୧୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ଓ ଜଣେ ଗିରଫ ହୋଇଛି l ଗିରଫ ହୋଇଥିବା ବ୍ୟକ୍ତି ର ନାମ ସୁରେଶ କୁମାର ମହାପାତ୍ର l ଖୋର୍ଦ୍ଧା ଜିଲ୍ଲା ର ବାଗମାରି ଅଞ୍ଚଳକୁ ଯିବାବେଳେ ଏସଟିଏଫ କର୍ମଚାରୀ ମାନେ ସୁରେଶ ଙ୍କୁ ଧରାଯାଇଛି ଓ ଏତତ ବ୍ୟତୀତ ତାଙ୍କ ନିକଟରୁ ଏକ ମୋଟର ସାଇକଲ ମଧ୍ୟ ଜବତ କରାଯାଇଛି l ୨୦୨୦ରୁ ଏଯାଏ ମୋଟ ୭୦ କିଲୋ ବ୍ରାଉନସୁଗାର ଜବତ କରିଛି ଏସଟିଏଫ l

• ଏସଟିଏଫ ଙ୍କ ଦ୍ୱାରା ବ୍ରାଉନସୁଗାର ଜବତ
• ୧୧୦୦ ଗ୍ରାମ ବ୍ରାଉନସୁଗାର ଜବତ
• ୩ ବର୍ଷ ଭିତରେ ୭୦ କିଲୋ ବ୍ରାଉନସୁଗାର ଜବତ କରିଛି ଏସଟିଏଫ

Exit mobile version