ନୂଆଦିଲ୍ଲୀ:ମୋଦି ସରକାରଙ୍କ ୩.୦ର ପ୍ରଥମ ସାଧାରଣ ବଜେଟ ସାମ୍ନାକୁ ଆସିଯାଇଛି | ନିର୍ମଳା ସୀତାରମନଙ୍କ ସପ୍ତମ ବଜେଟରେ କଣ ହେଲା ଶସ୍ତା ? କାହାର ଦାମ ବଢ଼ିଲା ? ଆସନ୍ତୁ ଜାଣିବା |
ବଜେଟରେ ଶସ୍ତା ହେଲା –
ସୁନା, ରୁପା, ପ୍ଲାଟିନମ
ସ୍ମାର୍ଟଫୋନ
ମୋବାଇଲ ଚାର୍ଜର
ମୋବାଇଲ ବ୍ୟାଟେରୀ
ଇଲେକ୍ଟ୍ରିକ ଗାଡି
ଲିଥିଏମ ବ୍ୟାଟେରୀ
କ୍ୟାନ୍ସର ଔଷଧ
ଚମଡା ଜାତୀୟ ବସ୍ତୁ
ମାଛ ପ୍ରସ୍ତୁତ ଖାଦ୍ୟ
ରସାୟନ ପେଟ୍ରୋ କେମିକାଲ
ଏକ୍ସରେ ଉପକରଣ
ଜୋତା, ଚପଲ
ଏବଂ ୨୫ଟି ଆବଶ୍ୟକ ଖଣିଜ
ମହାଙ୍ଗା ହେଲା-
ବିମାନ ଯାତ୍ରା
ସିଗାରେଟ୍
ପିବିସି ଫ୍ଲେକ୍ସ ବ୍ୟାନର
ପ୍ଲାଷ୍ଟିକ ସାମଗ୍ରୀ
ଏମୋନିୟମ ନାଇଟ୍ରେଟ୍
୨୦୨୪ ବଜେଟରେ କ’ଣ ହେଲା ଶସ୍ତା, କାହାର ବଢ଼ିଲା ଦାମ
