ୱାର୍ଲଡ ଓଡିଶା ସୋସାଇଟିର ସିଙ୍ଗାପୁର ଶାଖାର ସଭାପତି ଦେବାଶିଷ ମହାପାତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସିଙ୍ଗାପୁରର ସାଙ୍ଗରିଲା ହୋଟେଲ ଠାରେ ସୌଜନ୍ୟ ମୂଳକ ସାକ୍ଷାତକାର ଅବସରରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ସଂସ୍କୃତିକୁ ଗୁରୁତ୍ୱ ପ୍ରଦାନ କରିବା ସହ ଓଡ଼ିଶାର ସଂସ୍କୃତିକୁ ଦେଶ ବିଦେଶରେ ପରିଚିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ସିଙ୍ଗାପୁରରେ ସମ୍ମାନିତ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ
